‘କୋଭାକ୍ସିନ୍‌’ ଟିକାର ମାନବ ପରୀକ୍ଷଣ; ସ୍ବେଚ୍ଛାସେବୀ ସୁସ୍ଥ, ୨ ଘଣ୍ଟା ପରେ ଛାଡ଼ି ଦିଆଗଲା

ଭୁବନେଶ୍ୱର : କରୋନା ଭୂତାଣୁ ପାଇଁ ବହୁ ଚର୍ଚିତ ‘କୋଭାକ୍ସିନ୍‌’ର ମାନବ ପରୀକ୍ଷଣ ଆଜିଠାରୁ ସମ୍‌ରେ ଆରମ୍ଭ ହୋଇଛି। ହସ୍ପିଟାଲର ପ୍ରିଭେଣ୍ଟିଭ୍‌ ଓ ଥେରାପ୍ୟୁଟିକ୍‌ କ୍ଲିନିକାଲ ୟୁନିଟ୍‌ରେ ପଞ୍ଜୀକୃତ ସ୍ବେଚ୍ଛାସେବୀଙ୍କ ଶରୀରରେ ଏହି ଟିକାର ପରୀକ୍ଷଣ କରାଯାଇଛି। ଟିକା ଦିଆଯିବା ପରେ ସେମାନଙ୍କୁ ୨ଘଣ୍ଟା ପାଇଁ ଅବଜରଭେସନ୍‌ରେ ରଖାଯାଇଥିଲା, ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ମାତ୍ର ଆସନ୍ତା କିଛି ସପ୍ତାହ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ବୋଲି … Continue reading ‘କୋଭାକ୍ସିନ୍‌’ ଟିକାର ମାନବ ପରୀକ୍ଷଣ; ସ୍ବେଚ୍ଛାସେବୀ ସୁସ୍ଥ, ୨ ଘଣ୍ଟା ପରେ ଛାଡ଼ି ଦିଆଗଲା